Report Card Odisha

| Daily Odia News

ଲେବାନନ୍‌ରେ ୩୯୪ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲେବାନନରେ ଇସ୍ରାଏଲ ସ୍ଥଳସେନା ଅଭିଯାନ ଆରମ୍ଭ କରିଛି। ଇସ୍ରାଏଲ ସେନା ଲେବାନନ ମଧ୍ୟରେ ୨୭ କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ କରି ହେଜବୋଲ୍ଲା ବିରୋଧରେ ସ୍ଥଳଯୁଦ୍ଧ ଚଳାଇଛି। ଏହି ଅଭିଯାନରେ ରବିବାର ଇସ୍ରାଏଲ ଏହାର ଦୁଇଜଣ ସୈନିକଙ୍କୁ ହରାଇଛି। ବେରୁଟରେ ସକ୍ରିୟ ଇରାନ ସମର୍ଥିତ ହେଜବୋଲ୍ଲା ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ଇସ୍ରାଏଲ ଆକ୍ରମଣ ଚଳାଇଛି। ଇସ୍ରାଏଲର ଆକ୍ରମଣରେ ଲେବାନନ୍‌ରେ ୩୯୪ଜଣ ନାଗରିକଙ୍କର ମୃତ୍ୟୁ ହେଲାଣି।

Breaking News