ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ଦେବାକୁ ପଡ଼ିବ ଫାଇନ | ଏଥି ପାଇଁ ୬୩ ହଜାର ଟଙ୍କାର ଜୋରିମାନା ଗଣିବେ। ଏହି ନୂଆ ନିୟମ ଜାରି କରିଛନ୍ତି ଉତ୍ତରପ୍ରଦେଶରେ ଏକ୍ସାଇଜ୍ ବିଭାଗ | କହିଛନ୍ତି କି ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ଏହା ଜଣାପଡ଼ିଲେ ଆପଣଙ୍କୁ ଫାଇନ୍ ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯାବ| ଯାହାକୁ ନେଇ ଚର୍ଚ୍ଚା ବେଶ୍ ହଟଚମଟ ହେଉଛି । ବର୍ତ୍ତମାନ ଆପଣ ନିଜ ଘରେ ୪ ବୋତଲ ମଦ ରଖିପାରିବେ। ଯଦି ଏହାଠାରୁ ଅଧିକ ରଖୁଛନ୍ତି ତେବେ ଫାଇନ୍ ଦେବେ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……