ରିପୋର୍ଟ କାର୍ଡ / ଗଜପତି
ପୁଷ୍ପା ଫିଲ୍ମ ଷ୍ଟାଇଲରେ ରକ୍ତ ଚନ୍ଦନ କାଠ ଚାଲାଣ ହେଉଥିଲା । ଓଡ଼ିଶାରୁ ଚେନ୍ନାଇକୁ ୪୦୭ ଟ୍ରକ ରକ୍ତ ଚନ୍ଦନ କାଠ ଚାଲାଣ ହେଉଥିବା ବେଳେ ଆନ୍ଧ୍ର ପୋଲିସ ଜବତ କରିଛି । ଅନ୍ୟପଟେ ଘଟଣାରେ ସକ୍ତୃକ୍ତ ଥିବା ୧୧ ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ଜବତ କାଠର ଆନୁମାନିକ ମୁଲ୍ୟ ଦୁଇ କୋଟିରୁ ଉଦ୍ଧ୍ୱର୍ ହେବ ବୋଲି ଜଣା ପଡ଼ିଛି। ତେବେ ଗିରଫ ଅଭିଯକ୍ତ ମାନଙ୍କ ମଧ୍ୟରୁ ତିନି ଜଣ ଗଜପତି ଜିଲ୍ଲାର ହୋଇଥିବା ସୂଚନା ମିଳିଛି






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..