ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାବୁସାନ୍-ତୃପ୍ତୀ ଏବଂ ବାନ୍ଧବୀ ପ୍ରକୃତି ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସଛି | ଗତକାଲି ଅଭିନେତ୍ରୀ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ଆଜି ଭୁବନେଶ୍ୱର କୋର୍ଟରେ ୫କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା ଜଚିକା କରିଛନ୍ତି। ପ୍ରକୃତି ବାବୁସାନ୍ଙ୍କ ସ୍ତ୍ରୀ, ଶ୍ୱଶୂରଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିବା ସୂଚନା ମିଳିଛି। ଏହା ସହିତ ସୋସିଆଲ ମିଡିଆରେ ତାଙ୍କ ବିରୁଦ୍ଧରେ ନାନା ପ୍ରକାର ଖବର ପ୍ରସାରଣକୁ ନେଇ ସେ ୟୁଟ୍ୟୁବ ବିରୁଦ୍ଧରେ ମଧ୍ୟ ମାନହାନୀ ମକଦ୍ଦମା କରିଛନ୍ତି।
More Stories
ଆଜି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ.….
ଆଇଏଏସ୍ ସ୍ତରରେ ଅଦଳବଦଳ…..
ଧଉଳି ହତ୍ୟାକାଣ୍ଡର ପର୍ଦ୍ଦାଫାସ :ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ହତ୍ୟା…..