Report Card Odisha

| Daily Odia News

ଘଡ଼ଘଡ଼ିରେ ପୋଡ଼ିଗଲା ୬ ବାଇକ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ତଳସାହିରେ ବିଜୁଳି ଘଡ଼ଘଡ଼ି ମାରି ୬ ଟି ବାଇକ ପୋଡି ହୋଇଯାଇଛି | ଗତକାଲି ବିଳମ୍ବିତ ରାତିରେ ପ୍ରଶାନ୍ତ କୁମାର ବଡ଼ଜେନାଙ୍କ ର ବାଇକ୍‌ ପୋଡ଼ି ଯାଇଛି। ଘଡ଼ଘଡ଼ିରେ ତାଙ୍କ ଘରର ଛାତ, ବିମ୍‌ ଓ ଖୁଣ୍ଟ ମଧ୍ୟ ଫାଟି ଯାଇଥିବା ଜଣାଯାଇଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ସ୍ଥାନୀୟ ଲୋକ ଚେଷ୍ଟା କରି ବି ଆୟତ୍ତ କରିପାରିନଥିଲେ।ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳ‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

 

 

Breaking News