ରିପୋର୍ଟ କାର୍ଡ / ଭୁବନେଶ୍ୱର
ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦର ୮ଟି ଗେଟ୍ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଡ୍ୟାମରେ ୮ଟି ଗେଟ୍ ବନ୍ଦ ହେବା ଯୋଗୁ ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ପୂର୍ବରୁ ୩୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା । ହେଲେ ବନ୍ୟା ସମ୍ଭାବନା ବଢ଼ିବାରୁ ୮ଟି ଗେଟକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବନ୍ଦ କରିଦିଆଯାଇଛି । ସେପଟେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଦେବୀ ନଦୀ ବିପଦ ସଙ୍କେଦ ଟପିଥିବା ବେଳେ ଯାଜପୁରର କାଣୀ ନଦୀରେ ଘାଇ ସୃଷ୍ଟି ହୋଇଛି । ଫଳରେ ଦଶରଥପୁରରେ ବନ୍ୟାପାଣି ପଶିଛି ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..