ରିପୋର୍ଟ କାର୍ଡ / ମୁମ୍ବାଇ
କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍ ଆଜି ଭାରତୀୟ ଜନତା ପାର୍ଟି ରେ ସାମିଲ୍ ହୋଇଛନ୍ତି। ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ଦଳରେ ମିଶିଛନ୍ତି। ନିର୍ବାଚନ ଆୟୋଗ ଆଜି ହିଁ ଲୋକସଭା ନିର୍ବାଚନ ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ତାରିଖ ଘୋଷଣା କରିବାକୁ ଥିବା ବେଳେ ବିଜେପିରେ ଯୋଗ ଦେଇ ଲୋକଙ୍କୁ ଚକିତ କରାଇ ଦେଇଛନ୍ତି ଅନୁରାଧା।
More Stories
ହମାସ ମୁଖ୍ୟ ୟାହୟା ସିନୱାର ନିହତ…..
ସଲମାନଙ୍କୁ ପୁଣି ଧମକ,ସିଦ୍ଦିକିଙ୍କଠାରୁ ବି ଅବସ୍ଥା ଖରାପ ହେବ…..
ଆଗାମୀ ସପ୍ତାହରେ ଓଡ଼ିଶାକୁ ଛୁଇଁପାରେ ବାତ୍ୟା,ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ….