ରିପୋର୍ଟ କାର୍ଡ / ମୁମ୍ବାଇ
କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍ ଆଜି ଭାରତୀୟ ଜନତା ପାର୍ଟି ରେ ସାମିଲ୍ ହୋଇଛନ୍ତି। ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ଦଳରେ ମିଶିଛନ୍ତି। ନିର୍ବାଚନ ଆୟୋଗ ଆଜି ହିଁ ଲୋକସଭା ନିର୍ବାଚନ ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ତାରିଖ ଘୋଷଣା କରିବାକୁ ଥିବା ବେଳେ ବିଜେପିରେ ଯୋଗ ଦେଇ ଲୋକଙ୍କୁ ଚକିତ କରାଇ ଦେଇଛନ୍ତି ଅନୁରାଧା।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……