ରିପୋର୍ଟ କାର୍ଡ / ଭୁବନେଶ୍ୱର
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପୂର୍ବ ଘୋଷଣା ଅନୁଯାୟୀ ମେ ୧୫ରୁ ୩୧ ତାରିଖ ମଧ୍ୟରେ ସିୟୁଇଟି-ୟୁଜି ପରୀକ୍ଷା ଆୟୋଜନ କରିବ। ଏହି ସମୟ ମଧ୍ୟରେ ମେ’ ୨୦ ଓ ୨୫ ତାରିଖରେ ସାଧାରଣ ନିର୍ବାଚନ ତାରିଖ ରହିଛି। ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ମାର୍ଚ୍ଚ ୨୬ରେ ଆବେଦନ ପତ୍ର ଦାଖଲର ଶେଷ ତାରିଖ ପରେ ସିୟୁଇଟି-ୟୁଜି ପାଇଁ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ସେମାନଙ୍କ ଭୌଗୋଳିକ ବଣ୍ଟନ ଜଣାପଡ଼ିବ।






More Stories
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……