ଆମ ସହର ବଡ଼ ଖବର ରାଜଧାନୀରେ ଯୁବତୀଙ୍କୁ ହତ୍ୟା!….. Report Card Bureau April 8, 2024 ରିପୋର୍ଟ କାର୍ଡ / ଭୁବନେଶ୍ବରରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ହତ୍ୟା। ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା କରାଯାଇଛି। ହତ୍ୟା କରି ଦୁର୍ବୃତ ଯୁବତୀଙ୍କୁ ନଦୀ ପଠାରେ ଫିଙ୍ଗି ଦେଇଛନ୍ତି। ମୃତ ଯୁବତୀ ଜଣକ ଗଞ୍ଜାମର ହୋଇଥିବା ବେଳେ ସେ ଶିଶୁପାଳଗଡରେ ରହୁଥିଲେ ବୋଲି ଜଣାପଡିଛି।Post navigationPrevious ତିନି ଚତୁର୍ଥାଂଶ ଆସନରେ ଜିତିବୁ…..Next ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କଲା ବିଜେପି…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ବଡ଼ ଖବର ୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା…. September 10, 2026 Report Card Bureau ଅପରାଧ ଆମ ସହର ରାଜ୍ୟ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ…. September 3, 2026 Report Card Bureau 1 min read ଆମ ସହର ରାଜ୍ୟ ଆମ ବସ୍’ ଯାତ୍ରା ମାଗଣା….. August 26, 2026 Report Card Bureau
More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..