ଆମ ସହର ବଡ଼ ଖବର ରାଜଧାନୀରେ ଯୁବତୀଙ୍କୁ ହତ୍ୟା!….. Report Card Bureau April 8, 2024 ରିପୋର୍ଟ କାର୍ଡ / ଭୁବନେଶ୍ବରରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ହତ୍ୟା। ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା କରାଯାଇଛି। ହତ୍ୟା କରି ଦୁର୍ବୃତ ଯୁବତୀଙ୍କୁ ନଦୀ ପଠାରେ ଫିଙ୍ଗି ଦେଇଛନ୍ତି। ମୃତ ଯୁବତୀ ଜଣକ ଗଞ୍ଜାମର ହୋଇଥିବା ବେଳେ ସେ ଶିଶୁପାଳଗଡରେ ରହୁଥିଲେ ବୋଲି ଜଣାପଡିଛି।Post navigationPrevious ତିନି ଚତୁର୍ଥାଂଶ ଆସନରେ ଜିତିବୁ…..Next ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କଲା ବିଜେପି…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ବଡ଼ ଖବର ରାଜ୍ୟ ଜେଲରୁ ମୁକୁଳିବେ ଦାରା ସିଂ….. July 15, 2026 Report Card Bureau 1 min read ବଡ଼ ଖବର ରାଜ୍ୟ ପୁଣି କରୋନା ଭୟ:ଓଡ଼ିଶା ସୀମାରେ ହାଇଆଲର୍ଟ….. July 13, 2026 Report Card Bureau 1 min read ବଡ଼ ଖବର ରାଜ୍ୟ ଆଉ ଜଣେ IPS ଦେଲେ ଇସ୍ତଫା….. July 11, 2026 Report Card Bureau
More Stories
ଜେଲରୁ ମୁକୁଳିବେ ଦାରା ସିଂ…..
ପୁଣି କରୋନା ଭୟ:ଓଡ଼ିଶା ସୀମାରେ ହାଇଆଲର୍ଟ…..
ଆଉ ଜଣେ IPS ଦେଲେ ଇସ୍ତଫା…..