Report Card Odisha

| Daily Odia News

ଅଭିନେତା ସାହିଲ ଖାନ୍ ଗିରଫ…..

Sahil Khan | ANI

ରିପୋର୍ଟ କାର୍ଡ / ମୁମ୍ବାଇ

ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଅଭିନେତା ସାହିଲ ଖାନ୍ ଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଛତିଶଗଡରୁ ମୁମ୍ବାଇ ସାଇବର ସେଲ୍ ଏସଟିଏଫ୍ ଦ୍ଵାରା ଗିରଫ କରାଯାଇଛି। ବମ୍ବେ ହାଇକୋର୍ଟ ଆଗୁଆ ଜାମିନ୍ ପାଇଁ ମନା କରିବା ପରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

 

 

Breaking News