ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ଓଡ଼ିଶାର ୨ଟି ଲୋକସଭା ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ୨ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛି।
ବାରିପଦା-ପ୍ରମୋଦ ହେମ୍ବ୍ରମ
ଖଣ୍ଡପଡ଼ା- ବୈଜୟନ୍ତୀମାଳା ମହାନ୍ତି
କଟକ ବାରବାଟୀ- ସୋଫିଆ ଫିର୍ଦ୍ଦୋସ
ଜଳେଶ୍ୱର-ଦେବୀ ପ୍ରସନ୍ନ ଚାନ୍ଦ
ବାଲେଶ୍ୱର-ମୋନାଲିସା ଲେଙ୍କା
ବଡ଼ଚଣା- ଅଜୟ ସାମଲ
ପାଲଲହଡ଼ା- ଫକୀର ସାମଲ
ଜଗତସିଂହପୁର – ପ୍ରତିମା ମଲ୍ଲିକ
ଲୋକସଭା ଆସନ-
କଟକ- ସୁରେଶ ମହାପାତ୍ର
ସମ୍ବଲପୁର-ନଗେନ୍ଦ୍ର ପ୍ରଧାନ






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….