ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶର ସ୍ଥିତି ଅଣାୟତ୍ତ | ଉଗ୍ରରୂପ ନେଉଛି ବାଂଲାଦେଶ ହିଂସା | ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ଭାରତୀୟ ଛାତ୍ରମାନଙ୍କୁ ବୁଲାବୁଲି ନ କରିବା ଏବଂ ଗତିବିଧିକୁ କମ୍ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁରୋଧ କରିଛି। ବାଂଲାଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଢାକାସ୍ଥିତ ଭାରତୀୟ ହାଇକମିସନ ଜାରି କରିଥିବା ପରାମର୍ଶରେ ଲୋକଙ୍କୁ କୌଣସି ଜରୁରୀ କିମ୍ବା ସହାୟତାର ଆବଶ୍ୟକତା ପଡ଼ିଲେ ୨୪ ଘଣ୍ଟିଆ ଜରୁରୀକାଳୀନ ନମ୍ବରରେ ହାଇ କମିଶନ ଏବଂ ଆସିଷ୍ଟାଣ୍ଟ ହାଇ କମିଶନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଢାକାରେ ହାଇକମିସନର ଜରୁରୀକାଳୀନ ନମ୍ବର ହେଉଛି +୮୮୦-୧୯୩୭୪୦୦୫୯୧।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……