ବଡ଼ ଖବର ରାଜ୍ୟ ପିତାମ୍ବର ଆଚାର୍ଯ୍ୟ ହେଲେ AG …. Report Card Bureau July 19, 2024 ରିପୋର୍ଟ କାର୍ଡ / ଭୁବନେଶ୍ୱର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ(ଏଜି) ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଆଜି ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ନୂଆ ଏଜି ଭାବେ ରାଜ୍ୟପାଳ ରଘୁବର ଦାସ ନିଯୁକ୍ତି ଦେଇଥିବା ଆଇନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।Continue ReadingPrevious ବ୍ଲାକ୍ ରୋଜ ବୁଡ଼ି ମାମଲା: ତୁରନ୍ତ ସିବିଆଇ ତଦନ୍ତ ପାଇଁ ଅନୁମତି ଦିଅନ୍ତୁ….Next ବ୍ୟବସାୟରୁ ଲାଭବାନ୍ ହେବେ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍….. February 12, 2026 Report Card Bureau ରାଜ୍ୟ ରାଜ୍ୟସଭା ନିର୍ବାଚନ ବିଗୁଲ୍ !….. February 12, 2026 Report Card Bureau 1 min read ରାଜ୍ୟ ୧୩ରେ ରାଜ୍ୟ କ୍ୟାବିନେଟ୍….. February 12, 2026 Report Card Bureau
More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..