Report Card Odisha

| Daily Odia News

ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢଉ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆର ଆଣ୍ଡ ବିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘର ସମେତ କଟକ, ଭୁବନେଶ୍ବର ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଭିଜିଲାନ୍ସ ଚଢଉ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢଉ ଚାଲିଛି। ସୂଚନା ଅନୁଯାୟୀ, କଟକ ଜିଲ୍ଲା ତିଗିରିଆରେ ଥିବା ପୈତୃକ ଘର, ରାଜଧାନୀ ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍, ଖଣ୍ଡଗିରିର ଏକ ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍ ଏବଂ ଝାରସୁଗୁଡ଼ାର ଆଶିଆନା ଆପାର୍ଟମେଣ୍ଟରେ ଥିବା ତିନିଟି ଫ୍ଲାଟରେ ଚଢଉ କରୁଛି ଭିଜିଲାନ୍ସ ଟିମ୍।

Breaking News