ରିପୋର୍ଟ କାର୍ଡ / ଭୁବନେଶ୍ୱର
୧୯୯୦ ବ୍ୟାଚ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ ମଙ୍ଗଳବାର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ।ପୂର୍ବାହ୍ନରେ ଓଡ଼ିଶାର ପୋଲିସ ଡିଜି ଚୟନ ପାଇଁ ଦିଲ୍ଲୀସ୍ଥିତ କେନ୍ଦ୍ର ଲୋକସେବା ଆୟୋଗଙ୍କ କାର୍ଯ୍ୟାଳୟରେ ଚୟନ କମିଟିର ବୈଠକ ପରେ ଖୁରାନିଆ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାକ୍ଷାତ କରିବା ପରେ ସେ ରାଜ୍ୟର ପରବର୍ତ୍ତରୀ ପୋଲିସ ଡିଜି ହେବା ନେଇ ଚର୍ଚ୍ଚା ଜୋର ଧରିଛି |






More Stories
ଓଲଟିଲା ବସ୍:୨୦ରୁ ଅଧିକ ଯାତ୍ରୀ ଆହତ…..
ଆଜି ବି ଗ୍ରୀଷ୍ମ ଲହରୀ ସମ୍ଭାବନା…..
୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ଦାବି…..