ରିପୋର୍ଟ କାର୍ଡ / ଭୁବନେଶ୍ବର
କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍ଙ୍କ ନାଁରେ ଏତଲା ଦିଆଯାଇଛି । ଆଇନଜୀବୀ ସୁଧିର ଚରଣ ମହାନ୍ତି ଦେଇଛନ୍ତି ଏହି ଏତଲା। ପାଣ୍ଡିଆନଙ୍କ ନାଁରେ ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗ ହୋଇଛି। ସେହିପରି ଖଣି ମାଫିଆଙ୍କ ଠାରୁ ସେ କୋଟି କୋଟି ଟଙ୍କା ଉତ୍କୋଚ ନେଇଥିବା ତଥା ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଭଳି ଗୁରୁତର ଅଭିଯୋଗ ହୋଇଛି।






More Stories
ଗଡ଼ିଲା ପୁରୀ-କୋରାପୁଟ ଏକ୍ସପ୍ରେସ…..
ଆଜି ଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ…..
ଏଣିକି ବର୍ଷକୁ ୪ଟି ପରୀକ୍ଷା…..