ଆମ ସହର ମହାନଦୀରେ ବୁଡି ୨ ନିଖୋଜ….. Report Card Bureau October 4, 2024 ରିପୋର୍ଟ କାର୍ଡ / କଟକକଟକ ମହାନଦୀରେ ବୁଡି ୨ ଜଣ ନିଖୋଜ ହୋଇଯାଇଛନ୍ତି । ଜଗତପୁର ବାଲିସାହି ନିକଟରେ ଗାଧୋଇବା ବେଳେ ବୁଡି ଯାଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।Post navigationPrevious ତୃତୀୟ ମହଲାରୁ ଡେଇଁଲେ ଉପବାଚସ୍ପତି…..Next ପାକିସ୍ତାନ ଗସ୍ତରେ ଯିବେ ଏସ ଜୟଶଙ୍କର….Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ରାଜ୍ୟ ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ…… August 22, 2026 Report Card Bureau ଆମ ସହର ରାଜ୍ୟ ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି….. August 21, 2026 Report Card Bureau 1 min read ଅପରାଧ ଆମ ସହର ରାଜ୍ୟ ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର…… August 18, 2026 Report Card Bureau
More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……