ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ସବୁଠି ଗଞ୍ଜେଇ କାରବାର ଚାଲିଛି। ଆଜି ରାଜଧାନୀର ବିଭିନ୍ନ ପ୍ରମୁଖ ଛକ ସ୍ଥାନ ମାନଙ୍କରେ ଥିବା ଚା ଏବଂ ପାନ ଦୋକାନ ଗୁଡିକରେ ରେଡ୍ କରାଯାଇଛି। ବିପୁଳ ଗଞ୍ଜେଇ ଓ ସିଗାରେଟ୍ ଜବତ କରିବା ସହ ଏକାଧିକ ଯୁବକଙ୍କୁ ଧରିଛି କ୍ରାଇମ୍ ୟୁନିଟ୍। ୨ ଓମଫେଡ୍ ପାର୍ଲର ସିଲ କରାଯାଇଥିବା ବେଳେ ୨ ନିଶାଡ଼ି ଅଟକ ରହିଛନ୍ତି । ଏବେ ଆପୋଲୋ ହସ୍ପିଟାଲ ସ୍ଥିତ ବିସେଶ୍ବର ବସ୍ତିରେ ରେଡ ଚାଲିଛି ।
More Stories
ଓଡ଼ିଶାରେ ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା…..
ପ୍ରଚୁର ଔଷଧ ମହଜୁଦ୍ ରଖ…..
ବଢିଲା ପାରାଦୀପ ବନ୍ଦର ସୁରକ୍ଷା….