ଆମ ସହର ରାଜ୍ୟ ଶିମିଳିପାଳରୁ ୪ ଶିକାରୀ ଗିରଫ….. Report Card Bureau March 24, 2025 ରିପୋର୍ଟ କାର୍ଡ / ଭୁବନେଶ୍ୱରଶିମିଳିପାଳହରୁ ୪ଜଣ ଶିକାରିଙ୍କୁ ଏସଟିଏଫ ଗିରଫ କରିଛ। ଏହାସହିତ ସେମାନେ ଶିକାର ଉଦେଶ୍ୟରେ ଆଣିଥିବା ବନ୍ଧୁକ ଜବତ କରିଛି। ନଟୋ ସଂରକ୍ଷିତ ଜଙ୍ଗଲ ଅଶ୍ୱକୋଟି ଅଞ୍ଚଳରୁ ଧରାପଡ଼ିଲେ। ଶିକାର ପାଇଁ ଯାଇଥିବାବେଳେ ଏସଟିଏଫ୍ ୪ଜଣ ଶିକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି।Continue ReadingPrevious OAS ସ୍ତରରେ ଅଦଳବଦଳ…..Next ଚର୍ଚ୍ଚାରେ ଅରୁଣ ବୋଥ୍ରାଙ୍କ ପୋଷ୍ଟ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ବଡ଼ ଖବର ରାଉରକେଲାରେ ନିର୍ମାଣ ହେବ ଝୁଲା କାଚ ପୋଲ….. March 31, 2025 Report Card Bureau 1 min read ରାଜ୍ୟ ଜାଲ୍ ଜାତି ପ୍ରମାଣପତ୍ର ଦେଇ ମନ୍ତ୍ରୀ ହୋଇଛନ୍ତି ମୁକେଶ ମହାଲିଙ୍ଗ….. March 31, 2025 Report Card Bureau 1 min read ଅପରାଧ ଆମ ସହର ଦଣ୍ଡ ନାଚ ବେଳେ ଯୁବକଙ୍କୁ ହତ୍ୟା….. March 31, 2025 Report Card Bureau
More Stories
ରାଉରକେଲାରେ ନିର୍ମାଣ ହେବ ଝୁଲା କାଚ ପୋଲ…..
ଜାଲ୍ ଜାତି ପ୍ରମାଣପତ୍ର ଦେଇ ମନ୍ତ୍ରୀ ହୋଇଛନ୍ତି ମୁକେଶ ମହାଲିଙ୍ଗ…..
ଦଣ୍ଡ ନାଚ ବେଳେ ଯୁବକଙ୍କୁ ହତ୍ୟା…..