ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୁଇ ଦିନର ବିରତି ପରେ ସୋମବାର ଗୃହ ଆରମ୍ଭ ହେବା ମାତ୍ରେ ଶୁଭୁଥିଲା ଘଣ୍ଟ ଓ ଗିନି । ନାରୀୟ ନିର୍ଯାତନା ପ୍ରସଙ୍ଗରେ ଗୃହରେ ଘଣ୍ଟ ଓ ଗିନି ବଜାଇଥିଲେ ବିରୋଧୀ କଂଗ୍ରେସ । ଏପିରିକି ଗୃହ ମଧ୍ୟ ଭାଗକୁ ଆସି ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ । ଯାହାଫଳରେ ବିଧାନସଭାକୁ ୧୨ଟା ୯ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।
More Stories
ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;୧୮ରେ ପରବର୍ତ୍ତୀ ଶୁଣାଣି……
ଚାମେଲୀଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ…..
ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି…..