ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ୨୪ ଘଣ୍ଟାରେ ମଧ୍ୟରେ ଦେଶରେ ଚିହ୍ନଟ ହୋଇଛନ୍ତି ୧୮ହଜାର ୫୯୯ ନୂଆ ଆକ୍ରାନ୍ତ । ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୨ଲକ୍ଷ ୨୯ହଜାର ୩୯୮କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୯୮ ଜୀବନ । କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୭ହଜାର ୮୫୩କୁ ବୃଦ୍ଧି ପାଇଛି । ଦେଶରେ ବଢୁଛି କରୋନା ଆକ୍ଟିଭ୍ କେସ୍ । ଦେଢ଼ ଲକ୍ଷରୁ କମ୍ ରହିଥିଲା ସକ୍ରିୟ ମାମଲା । ଦୈନିକ କେସ୍ ବଢ଼ିବା ପରେ ବର୍ତ୍ତମାନ ୧ଲକ୍ଷ ୮୮ହଜାର ୭୪୭କୁ ବୃଦ୍ଧି ପାଇଚି କୋଭିଡ୍ ଆକ୍ଟିଭ୍ କେସ୍ । ସୁସ୍ଥ ହେଲେଣି ୧କୋଟି ୮ଲକ୍ଷ ୮୨ହଜାର ୭୯୮ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ୧୪ହଜାର ୨୭୮ ସଂକ୍ରମିତ ।






More Stories
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ମୋଦି…..
ବସ୍ ଦୁର୍ଘଟଣାଗ୍ରସ୍ତ: ୨୭ ମୃତ…..
ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ…..