ରିପୋର୍ଟ କାର୍ଡ / ପୁରୀ
ପୁରୀ ସହରରେ ଗତକାଲି ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବାସେଳି ସାହି ମଶାଣିଚଣ୍ଡୀ ଛକରେ ନିଜ ଘରେ ଶୋଇଥିବା ବେଳେ କୁନା ବେହେରା ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ରାତି ପ୍ରାୟ ୧ଟାରେ ଅଭିଯୁକ୍ତ ଓ ତାର ସହଯୋଗୀ ମାରଣାସ୍ତ୍ରରେ କୁନା ବେହେରାଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଅଭିଯୁକ୍ତ ଜଣେ ନାବାଳକ ବୋଲି ସୂଚନା ମିଳିଛି। ପଇଡ଼ ତୋଳାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମୁଖ୍ୟ ଅଭିଯୁକ୍ତକୁ ବାସେଳି ସାହି ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ରାତି ପ୍ରାୟ ୧ଟାରେ ଅଭିଯୁକ୍ତ ଓ ତାର ସହଯୋଗୀ ମାରଣାସ୍ତ୍ରରେ କୁନା ବେହେରାଙ୍କୁ ହତ୍ୟା କରିଥିବା ଜଣାଯାଇଛି।ପଇଡ଼ ତୋଳାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମୁଖ୍ୟ ଅଭିଯୁକ୍ତକୁ ବାସେଳି ସାହି ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..