ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡରେ କୃତିର ତାଣ୍ଡବ ପରେ ସବୁଠି ସଙ୍ଗୀନ୍ ପରିସ୍ଥିତି । ମୌସୁମୀର ବର୍ଷା ଫଳରେ ବେହାର ହୋଇଛି ଉତ୍ତରାଖଣ୍ଡ । ଗତକାଲି ବାଦଲ ଫଟା ବର୍ଷା କାରଣରୁ ଉତ୍ତରାଖଣ୍ଡରେ ୯ ଶ୍ରମିକ ନିଖୋଜ ଥିବା ବେଳେ ଆଜି ପାଇଁ ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାକୁ ସତର୍କ କରାଯାଇଛି । ଡେରାଡୁନ, ନୈନିତାଲ, ପୌଡି, ଉତ୍ତରକାଶୀ, ଚମ୍ପାବନ ଆଦି ୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..