ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସର ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସୁପାରିସ ଆଧାରରେ ଶୁକ୍ରବାର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅନୁମୋଦନକ୍ରମେ ଓଡ଼ିଶାର ସମସ୍ତ ୩୫ଟି ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନିଯୁକ୍ତ ହୋଇଛନ୍ତି। ସଙ୍ଗଠନ ସୃଜନ ଅଭିଯାନର ଏକ ଅଂଶ ଭାବରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ(ସଙ୍ଗଠନ) କେ.ସି. ବେଣୁଗୋପାଳ ଦର୍ଶାଇଛନ୍ତିି।
ଅନୁଗୋଳ-ସୁନୀଲ ପ୍ରଧାନବାଲେଶ୍ୱର-ସତ୍ୟ ଶିବ ଦାସବରଗଡ଼-ହରଦୀପ ସିଂଭଦ୍ରକ-ନଳିନୀକାନ୍ତ ମହାନ୍ତିଭୁବନେଶ୍ୱର-ପ୍ରକାଶ ଚନ୍ଦ୍ର ଜେନାବଲାଙ୍ଗୀର-ଅନିଲ ମେହେରବୌଦ୍ଧ-ବିନ୍ଧ୍ୟବିନୀ ସାହୁକଟକ-ପ୍ରଦୀପ୍ତ କୁମାର ଦାସକଟକ ସହର-ଗିରିବାଳା ବେହେରାଦେବଗଡ଼-ସେମ ହେମ୍ରମଢେଙ୍କାନାଳ-ଛବିରାଜ ବିଶ୍ୱାଳଗଜପତି-ଦାଶରଥି ଗମାଙ୍ଗୋଗଞ୍ଜାମ ପୂର୍ବ-ରଶ୍ମିରଞ୍ଜନ ପଟ୍ଟନାୟକଗଞ୍ଜାମ-ପଶ୍ଚିମ ରମେଶ ଚନ୍ଦ୍ର ଜେନାଜଗତ୍ସିଂହପୁର-ଦେବପ୍ରସାଦ ନାୟକଯାଜପୁର-ମାଗୁଣି ବଟକୃଷ୍ଣ ଜେନାଝାରସୁଗୁଡ଼ା-ଜୀବନ ସାର୍ଥକ ଦାସକଳାହାଣ୍ଡି-ଜଳନ୍ଧର ନାୟକକନ୍ଧମାଳ-ଚନ୍ଦ୍ରଶେଖର ପରିଡ଼ାକେନ୍ଦ୍ରାପଡ଼ା-ଦେବସ୍ମିତା ଶର୍ମାକେଉଁଝର-ମନୋଜ କୁମାର ଜେନାଖୋର୍ଦ୍ଧା-ରାଜୀବ କୁମାର ପଟ୍ଟନାୟକକୋରାପୁଟ-ରୂପକ ତୁରୁକ୍ମାଲକାନଗିରି-ଜି. ଶ୍ରୀନିବାସ ରାଓମୟୂରଭଞ୍ଜ-ପୂର୍ବ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳମୟୂରଭଞ୍ଜ-ପଶ୍ଚିମ ଭୂବନବିହାରୀ ସାହୁନବରଙ୍ଗପୁର-ଲିପିକା ମାଝୀନୟାଗଡ଼-ରଞ୍ଜିତ ଦାସନୂଆପଡା-ଘାସୀ ରାମ ମାଝୀପୁରୀ-ରାଜେଶ କୁମାର ମିଶ୍ରରାୟଗଡା-ଆପାଲାସ୍ବାମୀ କାଡ୍ରାକାରାଉରକେଲା-ସବୀର ହୁସେନ୍ସମ୍ବଲପୁର-ଅମିତ କୁମାର ଗୁରୁସୁବର୍ଣ୍ଣପୁର-ବିନୋଦ ପାତ୍ରସୁନ୍ଦରଗଡ-ନିର୍ମଳ ଚାନ୍ଦ ନାୟକ
More Stories
ଗାନ୍ଧୀ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା…..
କଟକରେ ଭାଙ୍ଗିଲା ତୋରଣ…..
ଗଭୀର ଅବପାତରେ ପରିଣତ ଲଘୁଚାପ,ପ୍ରବଳ ବର୍ଷିବ…..