ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଗାମୀ ଦିନରେ ୬ଟି ନୂଆ ସହରରେ ଇଭି ବସ୍ ଗଡ଼ିବ। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏବେ ରାଜ୍ୟରେ ୬୭୦ଟି ବସ୍ ଚାଲିଛି, ସେଥିମଧ୍ୟରୁ ୨୨୦ଟି ଇଭି ବସ୍ ଚାଲିବ। ଏବେ ୧୧୩ଟି ରୁଟ୍ରେ ୧୩୯୯ କିମି ବସ୍ ଚାଲୁଛି। ଆଗକୁ ଯେଉଁଠି ଆବଶ୍ୟକତା ଅଛି, ସେହି ସହରରେ ବସ୍ ଚାଲିବ। ଅନ୍ଲାଇନ୍ ଟିକେଟ୍ରେ ରିହାତି ପାଇଁ ୩୫% ଟିକେଟ୍ ଆଦାୟ ରାଶି ବଢ଼ିଛି।






More Stories
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……
ଆଜି ବି ବିଧାନସଭା ସରଗରମ ହେବ…..
କୋଣାର୍କ ଉତ୍ସବ ଆରମ୍ଭ…..