ରିପୋର୍ଟ କାର୍ଡ / ଭୁବନେଶ୍ୱର
ମନଇଛା ବିଧାୟକଙ୍କ ଦରମା ବୃଦ୍ଧିକୁ ସାରା ରାଜ୍ୟରୁ ପ୍ରତିବାଦ ଆରମ୍ଭ ହୋଇଗଲାଣି । ତୁରନ୍ତ ବିଧାୟକଙ୍କ ଦରମା ବୃଦ୍ଧି ସଂଶୋଧନ ବିଲକୁ ଖାରଜ କରାଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି । ଖୁବ ଶୀଘ୍ର ଏନେଇ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେବ ଯୁବ କଂଗ୍ରେସ । ଦେଶରେ କାହିଁକି ଓଡ଼ିଶାର ବିଧାୟକଙ୍କ ଦରମା ସର୍ବାଧିକ ହେବ ? ବିଧାୟକ ଫୋନ ବିଲ ୧୫ ହଜାର କାହିଁକି କରାଯାଇଛି ? ଯେତେବେଳେ କି ମାସକୁ ଏକ ହଜାର ଟଙ୍କାରେ ମାଗଣାରେ ଏକ ମାସ କଥା ହୋଇହେବ ସେଠି ଏତେ ଟଙ୍କା ଭତ୍ତା ଆକାରରେ ଦେବା କି ଆବଶ୍ୟକ ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ ।






More Stories
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..