ରିପୋର୍ଟ କାର୍ଡ / ଭୁବନେଶ୍ବର
ଶିଖରଚଣ୍ଡୀରେ ବୁଲୁଥିବା ଦୁଇ ଦନ୍ତା ହାତୀ ଭରତପୁର ଜଙ୍ଗଲକୁ ଫେରିଲେ। ଆଜି ଭୋର ପ୍ରାୟ ୫ଟା ବେଳେ ଭରତପୁର ଜଙ୍ଗଲକୁ ପ୍ରବେଶ କରିଛନ୍ତି ଦୁଇ ଦନ୍ତା ହାତୀ। ରାତି ସାରା ହାତୀଙ୍କୁ ଘଉଡ଼ାଇବା ପାଇଁ ଲାଗିଥିଲା ବନ ବିଭାଗ। ରବିବାର ଅପରାହ୍ନରୁ ଆରମ୍ଭ ହୋଇଥିଲା ବନ ବିଭାଗର ସ୍ପେସାଲ୍ ନାଇଟ୍ ଟ୍ରାକିଂ। ହାତୀ ଖୋଜିବାକୁ ବ୍ୟବହାର ହୋଇଥିଲା ନାଇଟ୍ ଭିଜନ କ୍ୟାମେରା






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..