ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦ ଭବନ ପରିସରରେ ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳ ବୈଠକରେ ଏନଡିଏ ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ପାଇଁ ମୋଦୀଙ୍କୁ ଏଭଳି ଭାବ୍ୟ ସ୍ୱାଗତ କରାଯିବା ସହିତ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ ଦଳୀୟ ସଦସ୍ୟଗଣ । ମୋଦୀଙ୍କ ସହିତ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ମଧ୍ୟ ସ୍ୱାଗତ କରାଯାଇଛି । ଭାରତ ଉପରେ ଆମେରିକା ୧୮ପ୍ରତିଶତ ଶୁଳ୍କ କରିଛି । ଫଳରେ ଏହାର ଶ୍ରେୟ ମୋଦୀଙ୍କୁ ଦେଇଛନ୍ତି ଦଳୀୟ ନେତା ଓ କର୍ମୀ ।






More Stories
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..
ରାମମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲା;ଚମ୍ପତ ରାୟ,ଅନିଲ ମିଶ୍ର ଦୋଷମୁକ୍ତ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..