ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ପକ୍ଷରୁ ରବିବାର ଇରାନର ଇସ୍ପାହାନ ବିମାନ ବନ୍ଦର ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଇରାନ ବାୟୁସେନାର ଏକ ଏଫ୍-୧୪ ଯୁଦ୍ଧବିମାନ ନଷ୍ଟ ହୋଇଥିବାର ସୂଚନା ମିଳିଛି। ଏହାବ୍ୟତୀତ ଇସ୍ରାଏଲର ଲଢୁଆ ଜେଟ୍ଗୁଡିକ ଇରାନ ରାଜଧାନୀ ତେହେରାନରେ ଥିବା ତୈଳ ଡିପୋ ଏବଂ ବିଶୋଧନାଗାର ଉପରେ ବୋମାମାଡ କରିଥିବା ଜଣାପଡିଛି। ଏହି ଆକ୍ରମଣ ପାଇଁ ଇରାନ ପକ୍ଷରୁ ଇସ୍ରାଏଲ ଓ ଆମେରିକାକୁ ଦାୟୀ କରାଯାଇଛି। ଆମେରିକା ଏହାର ଫଳ ଭୋଗିବ ବୋଲି ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….