ରିପୋର୍ଟ କାର୍ଡ / ଭୁବନେଶ୍ଵର
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା ହୋଇଛି।
ଅନୁଗୁଳ- ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମଣି ଛତର (ଉପାଧ୍ୟକ୍ଷ)
ବଲାଙ୍ଗିର- ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ)
ବାଲେଶ୍ୱର- ବିପିନ୍ ମାରାଣ୍ଡି (ଅଧ୍ୟକ୍ଷ), ଝରଣା ସିଂ (ଉପାଧ୍ୟକ୍ଷ)
ବରଗଡ- ଗୋବର୍ଦ୍ଧନ ଭୋଏ (ଅଧ୍ୟକ୍ଷ), ତିଳତ୍ତୋମା ଭୁଏ (ଉପାଧ୍ୟକ୍ଷ)
ବୌଦ୍ଧ- ଡମରୁ ଧର କହଁର (ଅଧ୍ୟକ୍ଷ), ଝରଣା ଜାନି (ଉପାଧ୍ୟକ୍ଷ)
ଦେବଗଡ- ପ୍ରଶାନ୍ତ ବେହେରା (ଅଧ୍ୟକ୍ଷ), ପ୍ରମିଳା କିଶାନ (ଉପାଧ୍ୟକ୍ଷ)
ଢେଙ୍କାନାଳ- ନାଉରି ସିଂ (ଅଧ୍ୟକ୍ଷ), ସେବତୀ ଭୋଇ (ଉପାଧ୍ୟକ୍ଷ)
ଗଜପତି- କାମଦେବ ବଡ଼ନାୟକ (ଅଧ୍ୟକ୍ଷ), ପଙ୍କଜିନୀ ଦଳାଇ (ଉପାଧ୍ୟକ୍ଷ)
ଗଞ୍ଜାମ- ନୀଳମାଧବ ପାତ୍ର (ଅଧ୍ୟକ୍ଷ), ଲଳିତା ପ୍ରଧାନ (ଉପାଧ୍ୟକ୍ଷ)
ଯାଜପୁର- ରାଜେନ୍ଦ୍ର କାନ୍ଦୁଲିଆ (ଅଧ୍ୟକ୍ଷ), ଶାନି ଜରିକା (ଉପାଧ୍ୟକ୍ଷ)
ଝାରସୁଗୁଡ଼ା- ସାମଲ ନାଏକ (ଅଧ୍ୟକ୍ଷ), ସଂଯୁକ୍ତା ଓରାମ (ଉପାଧ୍ୟକ୍ଷ)
କଳାହାଣ୍ଡି- ବିଜୟ ଦିଶାରୀ (ଅଧ୍ୟକ୍ଷ), ରୀନା ଭୋଇ (ଉପାଧ୍ୟକ୍ଷ)
କନ୍ଧମାଳ- ମାନଗୋବିନ୍ଦ ପ୍ରଧାନ (ଅଧ୍ୟକ୍ଷ), କଳ୍ପନା କହଁର (ଉପାଧ୍ୟକ୍ଷ)
କେନ୍ଦୁଝର- ମମିତା ନାଏକ (ଅଧ୍ୟକ୍ଷ), ମାନସ ନାଏକ (ଉପାଧ୍ୟକ୍ଷ)
କୋରାପୁଟ- ଭଗବାନ ମୁଦୁଲି (ଅଧ୍ୟକ୍ଷ), ସୁକାନ୍ତି ମାଝୀ (ଉପାଧ୍ୟକ୍ଷ)
ମାଲକାନଗିରି- ଗଙ୍ଗାଧର ସୋଡ଼ି (ଅଧ୍ୟକ୍ଷ), ସାବିତ୍ରୀ ପଡ଼ିଆମି (ଉପାଧ୍ୟକ୍ଷ)
ମୟୂରଭଞ୍ଜ- ବୁଧାନ ମୁର୍ମୁ (ଅଧ୍ୟକ୍ଷ), କୌଶଲ୍ୟା ନାଏକ (ଉପାଧ୍ୟକ୍ଷ)
ନବରଙ୍ଗପୁର- ବାସନ୍ତୀ ମାଝି (ଅଧ୍ୟକ୍ଷ), ଲିଙ୍ଗରାଜ ଭତ୍ରା (ଉପାଧ୍ୟକ୍ଷ)
ନୟାଗଡ଼- ତ୍ରିନାଥ ମଲ୍ଲିକ (ଅଧ୍ୟକ୍ଷ), ସମିତା ଦେହୁରୀ (ଉପାଧ୍ୟକ୍ଷ)
ନୂଆପଡ଼ା- ହୋମେସିଂ ମାଝୀ (ଅଧ୍ୟକ୍ଷ), ବେଲାମତି ମାଝୀ (ଉପାଧ୍ୟକ୍ଷ)
ରାୟଗଡ଼ା- ବିଦ୍ୟାଧର ଶବର (ଅଧ୍ୟକ୍ଷ), ମଞ୍ଜୁଳା ମିନିଆକା (ଉପାଧ୍ୟକ୍ଷ)
ସମ୍ବଲପୁର- ଭଗିନ୍ଦ୍ର କିଶାନ (ଅଧ୍ୟକ୍ଷ), ସୁଷମା ମୁଣ୍ଡା (ଉପାଧ୍ୟକ୍ଷ)
ସୁନ୍ଦରଗଡ଼- ସନ୍ତୋଷ ଅମାତ (ଅଧ୍ୟକ୍ଷ), ଗାଙ୍ଗି କିଣ୍ଡୋ (ଉପାଧ୍ୟକ୍ଷ) ଙ୍କ ନାଁ ଘୋଷଣା ହୋଇଛି।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..