ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗରେ ଭୋଟ ଗଣନା ପୂର୍ବରୁ ନିର୍ବାଚନ ଆୟୋଗ ଶନିବାର ରାଜ୍ୟରେ ଅତିରିକ୍ତ ୧୬୫ ଜଣ ଗଣନା ପର୍ଯ୍ୟବେକ୍ଷକ ଏବଂ ୭୭ ଜଣ ପୋଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଅତିରିକ୍ତ ଗଣନା ପର୍ଯ୍ୟବେକ୍ଷକ ପ୍ରତି ନିର୍ବାଚନମଣ୍ଡଳୀରେ ପୂର୍ବରୁ ନିୟୋଜିତ ୨୯୪ ଜଣ ପର୍ଯ୍ୟବେକ୍ଷକଙ୍କୁ ସହାୟତା କରିବେ। ସେହିପରି ଅତିରିକ୍ତ ପୁଲିସ ପର୍ଯ୍ୟବେକ୍ଷକ ସୁରକ୍ଷାକୁ ସୁଦୃଢ଼ କରିବା ସହ ଗଣନା କେନ୍ଦ୍ର ବାହାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ତଦାରଖ କରିବେ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛି।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..