Report Card Odisha

| Daily Odia News

ଭୂମିକମ୍ପରେ ଥରିଲା ଜାପାନ,୨୮ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ ଜାପାନର କୁମାମୋଟୋରେ ହୋଇଥିବା ଭୂମିକମ୍ପରେ ୨୮ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପରେ ଏକ ସପିଙ୍ଗ୍ ମଲ୍ ଓ କେତେକ ଘର ଭାଙ୍ଗିରୁଜି ଯାଇଥିଲା। ଉଦ୍ଧାର କାର୍ଯ୍ୟ ପରେ ୨୮ଟି ମୃତଦେହ ଉଦ୍ଧାର କରାଯାଇଛି। ଭୂମିକମ୍ପରେ ୬୨ଜଣ ଆହତ ହୋଇଛନ୍ତି।

Breaking News