ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ଜାପାନର କୁମାମୋଟୋରେ ହୋଇଥିବା ଭୂମିକମ୍ପରେ ୨୮ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପରେ ଏକ ସପିଙ୍ଗ୍ ମଲ୍ ଓ କେତେକ ଘର ଭାଙ୍ଗିରୁଜି ଯାଇଥିଲା। ଉଦ୍ଧାର କାର୍ଯ୍ୟ ପରେ ୨୮ଟି ମୃତଦେହ ଉଦ୍ଧାର କରାଯାଇଛି। ଭୂମିକମ୍ପରେ ୬୨ଜଣ ଆହତ ହୋଇଛନ୍ତି।
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….