ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିନେମା ଜଗତରୁ ଏକ ବହୁତ ଦୁଃଖଦ ଖବର ଆସି ପହଞ୍ଚିଛି। ବଲିଉଡ୍ ଏବଂ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଦମଦାର୍ ଖଳନାୟକ ଅଭିନୟ ପାଇଁ ପରିଚିତ ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ପରଲୋକ ଘଟିଛି। ‘ଗଜନୀ’ ସିନେମାରେ ତାଙ୍କର ଅଭିନୟକୁ କେହି କେବେ ଭୁଲିପାରିବେ ନାହିଁ। “ବଲିଉଡ୍ ମେଗାଷ୍ଟାର୍ ଅମୀର ଖାନଙ୍କ ବ୍ଲକ୍ବଷ୍ଟର ଫିଲ୍ମ ‘ଗଜନୀ’ରେ ମୁଖ୍ୟ ଖଳନାୟକ ସାଜି ଦର୍ଶକଙ୍କ ମନରେ ଭୟ ଓ ରୋମାଞ୍ଚ ସୃଷ୍ଟି କରିଥିଲେ ପ୍ରଦୀପ ରାୱତ। କେବଳ ବଲିଉଡ୍ ନୁହେଁ, ବରଂ ତେଲୁଗୁ, ତାମିଲ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ସିନେମାରେ ମଧ୍ୟ ସେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି।






More Stories
ଅଲ୍ଲୁ ଅର୍ଜୁନଙ୍କୁ ସମନ…..
ରେକର୍ଡ ଭାଙ୍ଗିବ କି ଭୂତ ବଙ୍ଗଳା!……
ଆଶା ଭୋସ୍ଲେଙ୍କ ପରଲୋକ…..