Report Card Odisha

| Daily Odia News

ଖୋଲିଲା ଗୁଣ୍ଡିଚା ମନ୍ଦିର…..

ରିପୋର୍ଟ କାର୍ଡ / ପୁରୀ

ସର୍ବସାଧାରଣଙ୍କ ପାଇଁ ବୁଧବାର ଖୋଲିଲା ଗୁଣ୍ଡିଚା ମନ୍ଦିର। ୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ଜନ୍ମବେଦି ଗୁଣ୍ଡିଚା ମନ୍ଦିର। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନିଟ୍‌ରେ ଖୋଲାଗଲା ଗୁଣ୍ଡିଚା ମନ୍ଦିର। ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପ୍ରଥମ ୩ ଦିନ ମାଗଣା ପ୍ରବେଶ, ଏହା ପରେ ୧୦ ଟଙ୍କା ଶୁଳ୍କ ଆଦାୟ କରାଯିବ। ୨୦୨୦ କରୋନା ସମୟରୁ ବନ୍ଦ ଥିଲା ଗୁଣ୍ଡିଚା ମନ୍ଦିର।

Breaking News