ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ପୁଣି କରୋନା କଟକଣା ନିୟମ ଉଲଂଘନ ଅଭିଯୋଗରେ ସିଲିକନ୍ ଶିକ୍ଷାନୁଷ୍ଠାନକୁ ସିଲ୍ କରିଛି ବିଏମସି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଏହି ଶିକ୍ଷାନୁଷ୍ଠାନକୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଏ ନେଇ ସନ୍ତୋଷଜନକ ଉତ୍ତର ରଖିପାରିଲେନି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ।
More Stories
ରାଜଧାନୀରେ ବୀଭତ୍ସ ହତ୍ୟା,ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର…..
ଇଂରାଜୀ ନବ ବର୍ଷ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ……
ନୂଆବର୍ଷରେ ସଡକ ଦୁର୍ଘଟଣା:କୁନି ଝିଅ ଉପରେ ମାଡିଗଲା ହାଇୱା…..