Report Card Odisha

| Daily Odia News

ଆଇପିଏଲ୍ ବାତିଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାତିଲ ହେଲା ଚଳିତ ସିଜନ୍ ଆଇପିଏଲ୍ । ଅନେକ ଖେଳାଳି କରୋନା ଆକ୍ରାନ୍ତ ପରେ ବାତିଲ ହୋଇଛି ଆଇପିଏଲ। ଏନେଇ ବିସିସିଆଇ ଉପସଭାପତି ସୂଚନା ଦେଇଛନ୍ତି । କହିଛନ୍ତି କି ଏହାରି ମଧ୍ୟରେ ଅନେକ ଖେଳାଳୀ କରୋନାରେ ସଂକ୍ରମିତ ହେଲେଣି।ଏହାକୁ ଦୃଷ୍ଟିରେ ରଖି ଚଳିତ ସିଜନ୍ ଆଇପିଏଲ୍ କୁ ବାତିଲ ପାଇଁ ନିଷ୍ପତି ନିଆଯାଇଛି | ଆଜି ସନରାଇଜର୍ସ ହାଇଦ୍ରାବାଦର ରିଦ୍ଧିମାନ ଶାହା ପଜିଟିଭ ମିଳିଥିଲେ। ପୂର୍ବରୁ କୋଲକାତାର ୨ ଖେଳାଳି ପଜିଟିଭ ଚିହ୍ନଟ ହୋଇଥିଲେ। ଚେନ୍ନାଇର ବୋଲିଂ କୋଚ୍ ବାଲାଜୀ ବି ପଜିଟିଭ ଚିହ୍ନଟ ହୋଇଥିଲେ ବୋଲି ସୂଚନା ମିଳିଛି ।

 

Breaking News