ରିପୋର୍ଟ କାର୍ଡ / ଅନୁଗୁଳ
ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଶନିବାର ମଧ୍ୟରାତ୍ରିରେ ଅନୁଗୁଳ ସହରର ବେଶ୍ କିଛି ଲୋକ ୨/୩ ସେକେଣ୍ଡ ପାଇଁ ଏକ ଝଟ୍କା ଅନୁଭବ କରିଥିଲେ ହେଁ ଆନୁଷ୍ଠାନିକ ଭାବେ ଏହା ସ୍ପଷ୍ଟ ହୋଇନାହିଁ। ଏହି ଭୂକମ୍ପ ଅନୁଗୁଳ ଓ ଏହାର ୧୦ କିମି ପରିସୀମା ଭିତରେ ହୋଇଥିବାବେଳେ ଏହାର ତୀବ୍ରତା ୪ ଭିତରେ ଥିବା କୁହାଯାଉଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..