ରିପୋର୍ଟ କାର୍ଡ / ଅନୁଗୁଳ
ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଶନିବାର ମଧ୍ୟରାତ୍ରିରେ ଅନୁଗୁଳ ସହରର ବେଶ୍ କିଛି ଲୋକ ୨/୩ ସେକେଣ୍ଡ ପାଇଁ ଏକ ଝଟ୍କା ଅନୁଭବ କରିଥିଲେ ହେଁ ଆନୁଷ୍ଠାନିକ ଭାବେ ଏହା ସ୍ପଷ୍ଟ ହୋଇନାହିଁ। ଏହି ଭୂକମ୍ପ ଅନୁଗୁଳ ଓ ଏହାର ୧୦ କିମି ପରିସୀମା ଭିତରେ ହୋଇଥିବାବେଳେ ଏହାର ତୀବ୍ରତା ୪ ଭିତରେ ଥିବା କୁହାଯାଉଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।
More Stories
ନବଙ୍କ ରକ୍ତଭିଜା ସାର୍ଟକୁ ନେଇ ନୂଆ ତଥ୍ୟ…..
ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ବନ୍ଦ…..
ସ୍କୁଲ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ର ମୃତ୍ୟୁ….