ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପ୍ରାୟ ୧୧ଟି ରାଜ୍ୟରୁ ୪୮ ଡେଲଟା ପ୍ଲସ ରୋଗୀ ଚିହ୍ନଟ ହୋଇଛନ୍ତି। ୧୮ ଟି ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ମାମଲା ରହିଛି। ସମଗ୍ର ଦେଶ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି। ବିଶ୍ୱର ପ୍ରାୟ ୧୨ଟି ଦେଶରେ ଏହି ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଏହି ଭୂତାଣୁରେ ଏଯାଏଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମଧ୍ୟପ୍ରଦେଶରେ ୨ ଜଣ ଓ ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।






More Stories
ବାଧ୍ୟତାମୂଳକ ହେବ ଏହି ପେଟ୍ରୋଲ…..
ବଦଳିଲା ଟିକେଟ ବାତିଲ ନିୟମ…..
NCERT ଉପରେ ଖପ୍ପା ହେଲେ ସୁପ୍ରିମକୋର୍ଟ….