ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରାୟୁ ଘାଟରେ ଗୋଟିଏ ପରିବାରର ୧୨ ଜଣଙ୍କ ମଧ୍ୟରୁ ୬ ଜଣ ବୁଡିଯାଇ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଏଯାଏଁ ନିଖୋଜ ରହିଛନ୍ତି। ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଭଳି ଅଘଟଣ ଘଟିଛି ଉତ୍ତରପ୍ରଦେଶର ଅଯୋଧ୍ୟାର ସରାୟୁ ଘାଟରେ | ସୂଚନା ଯୋଗ୍ୟ ; ଆଗ୍ରାର ଗୋଟିଏ ପରିବାରର ଲୋକେ ଅଯୋଧ୍ୟା ଦର୍ଶନ ପାଇଁ ଯାଇଥିଲେ। ମାତ୍ର ସରାୟୁ ଘାଟରେ ଗୋଟିଏ ପରିବାର ଜଣଙ୍କ ପାଦ ଖସିବାରୁ ଫଳରେ ସେ ସରାୟୁ ଘାଟରେ ନଦୀ ଭିତରକୁ ପଳାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଅନ୍ୟ ୧୨ ଜଣ ବୁଡିବାକୁ ଲାଗିଲେ। ଏଥିରେ ୬ ଜଣଙ୍କର ମୃତ୍ୟୁ ସହ ୩ ଉଦ୍ଧାର ଓ ୩ ଜଣ ନିଖୋଜ ଥିବା ଜଣାପଡିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।
More Stories
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..
ବ୍ୟାପୁଛି ଗୁଲେନବାରି ସିଣ୍ଡ୍ରମ ଭୂତାଣୁ…..
ଅବୈଧ ପ୍ରବାସୀକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଟ୍ରମ୍ପ……