Report Card Odisha

| Daily Odia News

ଓଡ଼ିଶା ହାଇକୋର୍ଟକୁ ୩ ବିଚାରପତି ସୁପାରିସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦେଶର ବିଭିନ୍ନ ହାଇକୋର୍ଟର ୧୭ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଏହା ଭିତରେ ଓଡ଼ିଶା ହାଇକୋର୍ଟର ବିଚାରପତି ମଧ୍ୟ ରହିଛନ୍ତି | ଓଡ଼ିଶା ହାଇକୋର୍ଟର ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହେବ। ତାଙ୍କ ପରିବର୍ତ୍ତେ ଓଡ଼ିଶା ହାଇକୋର୍ଟକୁ ୩ଜଣ ବିଚାରପତିଙ୍କୁ ସୁପାରିସ କରାଯାଇଛି। ସେମାନେ ହେଲେ ଜଷ୍ଟିସ ସୌମେନ ସେନ, ଜଷ୍ଟିସ ଅରିନ୍ଦମ ସିିହ୍ନା ଓ ଯଶୋବନ୍ତ ସିଂ। ସେହିପରି ଆହ୍ଲାହାବାଦରୁ ୪ଜଣ ଓ କୋଲକାତା ହାଇକୋର୍ଟରୁ ୨ଜଣଙ୍କର ପରିବର୍ତ୍ତନ ହେବ।

Breaking News