Report Card Odisha

| Daily Odia News

ଜାଣନ୍ତୁ ‘କିସ୍’ କଲେ କଣ ଲାଭହୁଏ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଜାଣିବା ‘କିସ୍’ କରିବା ଦ୍ୱାରା କଣ ଲାଭହୁଏ | କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ସତ | କିସ୍ କରିବା ଦ୍ୱାରା ମିଳିଥାଏ ବହୁତ ଫାଇଦା | କିସ୍ କଲେ ଓଜନ କମ ହୋଇଯାଇଥାଏ | ଏହି ସମ୍ପର୍କରେ ଆମେରିକାର ଲୁଇସ୍ ଭିଲେ ବିଶ୍ବବିଦ୍ୟାଳୟର ପ୍ରଫେସର ନିଜେ ଏକ ଗବେଷଣା କରି ଏକ କଥାର ପ୍ରକଟ କରାଇଛନ୍ତି କି ଓଜନ କମ କରାଇବାରେ କିସ୍ ଆପଣଙ୍କୁ ସାହାଯ୍ୟ କରିପାରିବ । ମିଳିଥିବା ରିପୋର୍ଟ ଅନୁସାରେ ଲୁଇସ୍ ବିଲେ ବିଶ୍ବବିଦ୍ୟାଳୟର ପ୍ରଫେସର ବ୍ରିଆନ୍ ଷ୍ଟାମଫୋର୍ଡ କହିଛନ୍ତି ଯେ, କିସ୍ କରିବା ଦ୍ବାରା ଜଣେ ବ୍ୟକ୍ତିର ଏକ ମିନିଟରେ ଦୁଇ କିଲୋ କ୍ୟାଲୋରୀ କମ ହୋଇଥାଏ। ଏହାଦ୍ବାରା ମେଟାବୋଲିଜିମ୍ ଦୁଇଗୁଣା ହୋଇଯାଏ। ଯେଉଁଠି ଜଗିଙ୍ଗ୍ କରିବା ଦ୍ବାରା ଏକ ମିନିଟରେ ୧୧.୨ କ୍ୟାଲୋରୀ କମି ଥାଏ। ଓଜନ କମାଇବା ପାଇଁ ବହୁତ ସର୍ଭେ କରାଯାଇଛି ଯେଉଁଥିରେ ଏହା କୁହାଯାଇଛି କି ଚୁମ୍ବନ ବା କିସ୍ ଆପଣଙ୍କ ଓଜନକୁ କମାଇବାରେ ସାହାଯ୍ୟ କରିବ। ଏହା ବି ଜାଣିବା ଦରକାର ଯେ, ସେକ୍ସ କରିବା ସମୟରେ ଗୋଟିଏ କିସ କରିବା ଦ୍ବାରା ପ୍ରାୟ ୯ କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହୋଇଥାଏ। ଏହିପରି ଭାବେ ୩୯୦ ଥର କିସ୍ କରିଲେ ୧/୨ କିଲୋ ଓଜନ କମ ହୋଇଥାଏ। ସେକ୍ସ କରିବା ଦ୍ବାରା ଥରକରେ ​‌୫୦୦ରୁ ୧୦୦୦ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ। ଯାହା ଦ୍ବାରା ଶରୀରର ଅତିରିକ୍ତ ଚର୍ବି ଅର୍ଥାତ୍ ଫ୍ୟାଟ୍ କମ୍ କରାଇବାରେ ସାହାଯ୍ୟ କରିଥାଏ। ସେକ୍ସ ଦ୍ବାରା ଏନଣ୍ଡେ୍ରାଫିନ୍ ହର୍ମୋନର ମାତ୍ରା ବଢ଼ିଥାଏ ଏହାଦ୍ବାରା ଶରୀରର ତ୍ବଚା ସୁନ୍ଦର ଓ ଚିକ୍କଣ ହୋଇଯାଇଥାଏ।

 

Breaking News