ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୈଦିକ ଧର୍ମ ସୃଷ୍ଟି ଆରମ୍ଭରୁ ଅର୍ଥ।ତ୍ ଭାରତୀୟ କ।ଳ ଗଣନା ଅନୁସାରେ ୨୦୨୨ ସୁଧା ୧୯୬ କୋଟି ୮ ଲଖ୍ୟ ୫୩ ହଜାର 123 ହେଲା ସଂସାରରେ ବିଦ୍ୟମାନ । ବିକ୍ରମ।ବ୍ଦ ହେଲା ୨୦୭୯ ବୋଲି ସ୍ଵାମୀ ସୁଧ।ନନ୍ଦ୍ ସରସ୍ବତୀ ଥିଙ୍କର୍ସ୍ କ୍ଳବ ର୍ ୨୪ ତମ ଆଭାସୀ ଆଲୋଚନାରେ ବକ୍ତା ଭାବେ ଯୋଗଦେଈ କହିଥିଲେ। ଓଡ଼ିଶା ଦିବସ ଓ ଭାରତୀୟ ନବବର୍ଷ ପାଳନର ଅନୁଚିନ୍ତା ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଥିଙ୍କର୍ସ୍ କ୍ଳବ ର୍ ସଭାପତି ବରଦା ଦାସ ଓଡ଼ିଶା ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ପ୍ରକାଶ କରି ୧୯୦୩ ମସିହାରେ କଟକ ଈଦ୍ଗା ପଡିଆରେ ଉତ୍କଳ ସମ୍ମିଳନୀର ମହା ଅଧିବେଶନ ଓ ୩୩ ବର୍ଷର ସଂଗ୍ରାମ ଫଳରେ ୧୯୩୬ ରେ ଭାଷା ଭିତ୍ତିରେ ଭାରତରେ ପ୍ରଥମ ରାଜ୍ୟର ମାନ୍ୟତା ଲାଭ ସମ୍ପର୍କରେ ସୁଚନା ଦେଈ ଥିଲେ । ହ।ଇଦର।ବ।ଦ୍ ରୁ କସ୍ତୁରୀ ଦାସ ମହାନ୍ତି ସମିଖ୍ୟା କରି ଧନ୍ୟବାଦ ଦେଈଥିଲ ।ଵିଭୂଦତ୍ତ ମହାନ୍ତି କ।ର୍ୟ କ୍ରମ ପରିଚାଳନ କରିଥିଲେ । ଆଗ୍ରହୀ ଳୋକେ ଥିଙ୍କର୍ସ୍ କ୍ଳବ ୟୌତୁବ୍ କୁ ଯାଇ ଦେଖି ପାରିବେ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..