ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ ଲିଙ୍ଗିପୁର SBI ଏଟିଏମ୍ ଲୁଟ୍ ହୋଇଥିଲା | ଆଜି ଦୟା ଦଦୀ କୂଳରୁ ଭଙ୍ଗା ଏଟିଏମ୍ଏ ଉଦ୍ଧାର ହୋଇଛି। ଏଟିଏମ୍ ନିକଟରୁ ଏକ ପିକଅପ ଭ୍ୟାନ୍ ଜବତ ହୋଇଛି । ଏଟିଏମ୍ ଟଙ୍କା ଖାଲି କରି ଏଟିଏମକୁ ନଦୀକୂଳରେ ଫୋପାଡି ଦେଇଛନ୍ତି । ଘଟଣାକୁ ନେଇ କମିନଶରେଟ ପୋଲିସ ଛାନଭିନ କରିଛି । ସୂଚନା ଥାଉକି, ସୋମବାର ବିଳମ୍ୱିତ ରାତିରେ SBI ଏଟିଏମକୁ ଲୁଟିନେଇଥିଲେ ଦୁର୍ବୃତ୍ତ । ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା SBI ଏଟିଏମକୁ ଲୁଟିଥିଲେ । ଏଟିଏମକୁ ଲୁଟିନେବା ପରେ ଏଟିଏମ ଭିତରେ ଓ ବାହାରେ ଟେଣ୍ଡହାଉସ କପଡ଼ା ଛାଡି ଚାଲିଯାଇଥିଲେ ଦୁର୍ବୃତ୍ତ ।






More Stories
ଡାକ୍ତର ଆନ୍ଦୋଳନ ସ୍ଥଗିତ…..
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……