ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଚିଲିକା ବୁଲିବେ ସବୁ ବିଧାୟକ , ମନ୍ତ୍ରୀ ଓ ବାଚସ୍ପତି | ବିଧାନସଭାରୁ ସ୍ୱତନ୍ତ୍ର ବସ ଯୋଗେ ଚିଲିକା ବାହାରିଛନ୍ତି ବିଧାୟକ | ସେଠାରେ ମା କାଳିଜାଇଇ ଙ୍କୁ ଦର୍ଶନ କରିବେ | ନୌସେନା ଦ୍ୱାରା ହେବାକୁଥିବା ସମରାଭ୍ୟାସ ଦେଖିବେ ବୋଲି ଜଣାପଡିଛି | ସନ୍ଧ୍ୟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି | ଉଲ୍ଲେଖ ଯୋଗ୍ୟ-୨୦୨୦ରେ ପାରାଦୀପ ଗସ୍ତକରି ଥିଲେ |






More Stories
୧୮ରୁ ଖୋଲିବ ସ୍କୁଲ୍….
ହୀରାକୁଦରେ ହେବ ବିଶ୍ବସ୍ତରୀୟ ଖଣି ସଂଗ୍ରହାଳୟ…..
ବିଜେପି ତାଲିକାରେ ଆପ୍ର ୭ ସାଂସଦ…..