ରିପୋର୍ଟ କାର୍ଡ / ମାଲକାନଗିର
ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାର କ୍ରିଷ୍ଟାରାମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି | ଏହି ହିଂସାରେ ଜଣେ ମାଓବାଦୀର ମୃତ୍ୟୁହୋଇଥିବା ସୂଚନା ମିଳିଛି । ସେହିପରି ଗଡଚେଚେଲି ଅଂଚଳରେ ଗୋରାଗୁଣ୍ଡା ଏବଂ ଝାରବେଡାଗ୍ରାମରେ ପୋଲିସ ସୂଚନାଦାତା ସନ୍ଦେହରେ ୨ ଜଣଙ୍କୁ ହତ୍ୟା କରିଛି ଲାଲବାହୀନି । ସେଥିମଧ୍ୟରୁ ନବୀନ ନାରୋଟି ନାମକ ବକ୍ତି ଜଣେ ପୂର୍ବରୁ ମାଓ କମାଣ୍ଡର ଭାବେ କାର୍ଯ୍ୟ କରିଥିଲା ପରେ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲା । ଏହି ଘଟଣା ପରେ ସିଆରପିଏଫ ପକ୍ଷରୁ କୁମ୍ବିଂ ଅପରେଶନ ଜୋରଦାର କରାଯାଇଛି । ଓଡିଶା ସୀମାନ୍ତବର୍ତ୍ତୀ ଅଂଚଳରେ ମଧ୍ୟ ହାଇ ଆଲାର୍ଟ ଜାରି କରାଯାଇଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..