ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଆ ସଂସ୍କୃତି, ପରମ୍ପରାକୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉଦ୍ରେକ କରିବା ପରିପ୍ରେକ୍ଷୀରେ ଡି.ଏ.ଭି କଳିଙ୍ଗ ନଗରରେ ଓଡିଆ ନବବର୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବୃନ୍ଦାବତୀ ପୁଜା, ପଣାଭୋଗ, ବୃନ୍ଦଗାନ, ନୃତ୍ୟ, ସଂଗୀତତଥା ବକ୍ତୃତା ମାଧ୍ୟମରେ ଦିବସର ତାପ୍ତର୍ଯ୍ୟ ଓ ମହତ୍ୱ ଉପରେ ଆଲୋକପାତ କରାଯାଇଥିଲା । ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ, ଶ୍ରୀମତୀ ମୀନାକ୍ଷୀ ସାହୁ ଅତିଥି ରୂପେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଓ ପର୍ଯ୍ୟବେକ୍ଷିକା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ପ୍ରମୁଖ ଯୋଗଦେଇଥିଲେ ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..